Panchang
Advertisment
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଦିବା ୧୧.୧୭ ଗତେ ସିଂହ । ତିଥି- ୩ୟା ରାତ୍ରି ୦୪.୦୬ ଗତେ ୪ର୍ଥୀ,ଘାତଚନ୍ଦ୍ର- ଦିବା ୧୧.୧୭ ଗତେ କର୍କଟ ଓ ମକର ରାଶିର,ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭସମୟ:
ପ୍ରାତଃ ୦୬.୨୭ ରୁ ୦୭.୫୫
ଦିବା- ୧୦.୫୦ ରୁ ୦୧.୦୨
ରାତ୍ରି- ୦୨.୫୯ ରୁ ୦୩.୫୧
ଅଶୁଭସମୟ:
ରାହୁକାଳ- ଦିବା ୦୧.୧୮ ରୁ ୦୨.୪୦
କାଳବେଳା- ଦିବା ୦୨.୪୦ ରୁ ୦୪.୦୨
ବାରବେଳା- ଦିବା ୦୪.୦୨ ରୁ ୦୫.୨୪
କାଳରାତ୍ରି- ରାତ୍ରି ୧୧.୫୬ ରୁ ୦୧.୩୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1736997852.jpg)