/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708048938.jpg)
Today Panchang
ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୬ ତାରିଖ ଶୁକ୍ରବାର। ଚନ୍ଦ୍ର- ମେଷ ଦିବା ୦୨.୪୩ ଗତେ ବୃଷ। ତିଥି- ୭ମୀ ଦିବା ୦୮.୫୫ ଗତେ ୮ମୀ।ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୨,୪୩ ଗତେ ବିଛା ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୪୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୮.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୧୯ ରୁ ୦୭.୦୪
ପ୍ରାତଃ- ୦୭.୫୦ ରୁ ୦୯.୧୦
ଦିବା- ୧୨.୨୩ ରୁ ୦୨.୪୦
ଦିବା-୦୪.୧୧ ରୁ ୦୫.୪୨
ସନ୍ଧ୍ୟା-୦୭.୨୩ ରୁ ୦୮.୫୧
ରାତ୍ରି- ୦୨.୦୬ ରୁ ୦୪.୩୭
ଅଶୁଭ ସମୟ
ରାହୁକାଳ- ଦିବା ୧୦.୩୫ ରୁ ୧୨.୦୦
କାଳବେଳା- ଦିବା ୧୦.୩୫ ରୁ ୧୨.୦୦
ବାରବେଳା- ଦିବା ୦୯.୧୦ ରୁ ୧୦.୩୫
କାଳରାତ୍ରି- ରାତ୍ରି ୦୮.୫୧ ରୁ ୧୦.୨୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)