Panchang Today 15th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ  ୧୫ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchanga

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ  ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ । ତିଥି- ୧୪ଶୀ ପ୍ରାତଃ ୦୬.୧୯ ଗତେ ପୂର୍ଣ୍ଣିମା ରାତ୍ରି ୦୨.୫୮ ଗତେ ପ୍ରତିପଦ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ରାତ୍ରି ୦୯.୫୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭ ସମୟ 

ପ୍ରାତଃ-୦୫.୫୯ ରୁ ୦୬.୪୩

ପ୍ରାତଃ-୦୭.୨୭ ରୁ ୦୮.୪୫
ଦିବା- ୧୧.୫୩ ରୁ ୦୨.୫୦
ଦିବା-୦୩.୩୪ ରୁ ୦୫.୦୩
ସନ୍ଧ୍ୟା-୦୫.୫୫ ରୁ ୦୮.୧୭
ରାତ୍ରି- ୧୧.୫୭ ରୁ ୦୧.୪୦
ରାତ୍ରି-୦୨.୩୨ ରୁ ୦୪.୧୬

ଅଶୁଭ ସମୟ 

ରାହୁକାଳ- ଦିବା ୧୦.୦୮ ରୁ ୧୧.୩୧
କାଳବେଳା- ଦିବା ୧୦.୦୮ ରୁ ୧୧.୩୧
ବାରବେଳା- ଦିବା ୦୮.୪୫ ରୁ ୧୦.୦୮
କାଳରାତ୍ରି- ରାତ୍ରି ୦୮.୧୭ ରୁ ୦୯.୫୪