Advertisment

Panchang Today 15th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ଦିବା ୦୨.୦୭ ଗତେ ଧନୁ । ତିଥି- ୩ୟା ରାତ୍ରି ୦୪.୦୩ ଗତେ ୪ର୍ଥୀ । ଘାତଚନ୍ଦ୍ର-ଦିବା ୦୨.୦୭ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର-ତୁଳା ଓ କୁମ୍ଭ ରାଶିର ।

author-image
Deepak Acharya
undefined

Panchang

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ଦିବା ୦୨.୦୭ ଗତେ ଧନୁ । ତିଥି- ୩ୟା ରାତ୍ରି ୦୪.୦୩ ଗତେ ୪ର୍ଥୀ ।
ଘାତଚନ୍ଦ୍ର-ଦିବା ୦୨.୦୭ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର-ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ –ନାସ୍ତି ।

Advertisment

ଶୁଭ ସମୟ-

ପ୍ରାତଃ-୦୫.୧୪ ରୁ ୦୬.୦୬
ଦିବା-୦୯.୩୩ ରୁ ୧୧.୧୭
ସନ୍ଧ୍ୟା-୦୬.୫୫ ରୁ ୦୯.୦୮
ରାତ୍ରି-୦୧.୦୫ ରୁ ୦୨.୧୭
ରାତ୍ରି-୦୩.୪୫ ରୁ ୦୫.୧୪

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୨୦ ରୁ ୦୨.୫୭
କାଳବେଳା- ଦିବା ୦୨.୫୭ ରୁ ୦୪.୩୪
ବାରବେଳା-ଦିବା ୦୪.୩୪ ରୁ ୦୬.୧୧
କାଳରାତ୍ରି- ରାତ୍ରି ୧୧.୪୨ ରୁ ୦୧.୦୫ 

Advertisment
Astrology Panchang
Advertisment
Advertisment