Panchang Today 15th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର । ଚନ୍ଦ୍ର- କର୍କଟ ଦିବା ୦୩.୨୫ ଗତେ ସିଂହ,ତିଥି-୮ମୀ ଅହୋରାତ୍ର,ଘାତଚନ୍ଦ୍ର- ଦିବା ୦୩.୨୫ ଗତେ କର୍କଟ ଓ ମକର ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୭.୫୦ ରୁ ୦୮.୨୮

ଦିବା- ୧୦.୦୬ ରୁ ୧୧.୧୭

ଦିବା- ୦୧.୫୨ ରୁ ୦୫.୧୯

ସନ୍ଧ୍ୟା-୦୬.୧୧ ରୁ ୦୯.୫୨

ରାତ୍ରି-୧୨.୦୫ ରୁ ୦୧.୩୩

ଅଧିକ ପଢ଼ନ୍ତୁ: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ

ଅଶୁଭ ସମୟ:

ରାହୁକାଳ- ଦିବା ୧୧.୪୩ ରୁ ୦୧.୨୦

କାଳବେଳା- ଦିବା ୦୮.୨୮ ରୁ ୧୦.୦୬

ବାରବେଳା- ଦିବା ୧୧.୪୩ ରୁ ୦୧.୨୦

କାଳରାତ୍ରି- ରାତ୍ରି ୦୨.୨୮ ରୁ ୦୩.୫୧