Advertisment

Panchang Today 15th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ  ରବିବାର । ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୪ର୍ଥୀ ଦିବା ୦୩.୫୧ ଗତେ ୫ମୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୧ପାଦ- କୃଷିହାନି-ଭୂମିଦାନ

author-image
Deepak Acharya
undefined

Panchang

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ  ରବିବାର । ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୪ର୍ଥୀ ଦିବା ୦୩.୫୧ ଗତେ ୫ମୀ।
ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୧ପାଦ- କୃଷିହାନି-ଭୂମିଦାନ।
ଶୁଭ ସମୟ –
ପ୍ରାତଃ – ୦୬.୫୬ ରୁ ୦୯.୩୫
ଦିବା – ୦୧.୨୬ ରୁ ୦୨.୫୧
ଦିବା – ୦୪.୩୭ ରୁ ୦୪.୪୪
ସନ୍ଧ୍ୟା – ୦୬.୨୨ ରୁ ୦୭.୪୯
ରାତ୍ରି – ୧୦.୪୨ ରୁ ୧୨.୫୨
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୪୪ ରୁ ୦୬.୨୨
କାଳବେଳା- ଦିବା ୧୧.୪୭ ରୁ ୦୧.୨୬
ବାରବେଳା- ଦିବା ୧୦.୦୮ ରୁ ୧୧.୪୭
କାଳରାତ୍ରି- ରାତ୍ରି ୦୧.୦୮ ରୁ ୦୨.୨୯

Advertisment
Astrology
Advertisment
Advertisment