Panchang Today 15th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୫ ତାରିଖ ସୋମବାର । ଚନ୍ଦ୍ର- ତୁଳା ଅହୋରାତ୍ର,ତିଥି- ୯ମୀ ସନ୍ଧ୍ୟା ୦୭.୧୯ ଗତେ ୧୦ ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୨୮ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ

ଶୁଭସମୟ:

ଦିବା- ୦୮.୪୯ ରୁ ୧୦.୩୪

ରାତ୍ରି- ୦୯.୧୯ ରୁ ୧୦.୩୦

ରାତ୍ରି-୧୧.୫୧ ରୁ ୧୨.୧୪

ରାତ୍ରି-୦୧.୪୨ ରୁ ୦୩.୦୯, ୦୩.୫୩ ରୁ ୦୪.୩୬

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୬.୫୮ ରୁ ୦୮.୩୬

କାଳବେଳା- ପ୍ରାତଃ ୦୬.୫୮ ରୁ ୦୮.୩୬

ବାରବେଳା- ଦିବା ୦୩.୦୮ ରୁ ୦୪.୪୭

କାଳରାତ୍ରି- ରାତ୍ରି ୧୦.୩୦ ରୁ ୧୧.୫୨