• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କୁମ୍ଭମାସ  ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ  ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୬ଷ୍ଠୀ  ଦିବା ୧୦.୧୩ ଗତେ ୭ମୀ ।

ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର 

ଘାତବାର- ତୁଳା ଓ କୁମ୍ଭ ରାଶିର

ପୁଷ୍କର ଦୋଷ- ଦିବା ୧୦.୧୩ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

ଶୁଭ ସମୟ

ପ୍ରାତଃ- ୦୬.୧୯ ରୁ ୦୭.୫୦ 

ଦିବା- ୧୦.୫୨ ରୁ ୦୧.୦୯

ରାତ୍ରି- ୦୨.୫୭ ରୁ ୦୩.୪୭

ଅଶୁଭ ସମୟ

ରାହୁକାଳ- ଦିବା ୦୧.୨୬ ରୁ ୦୨.୫୧

କାଳବେଳା- ଦିବା ୦୨.୫୧ ରୁ ୦୪.୧୬

ବାରବେଳା- ଦିବା ୦୪.୧୬ ରୁ ୦୫.୪୨

କାଳରାତ୍ରି- ରାତ୍ରି ୧୨.୦୦ ରୁ ୦୧.୩୫

OTV is now on Whatsapp

Join and get latest news update delivered to you via whatsapp

Join Now