/odishatv-khabar/media/post_attachments/uploadimage/library/16_9/16_9_0/Panchanga_1722563540.jpg)
Panchanga
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ଚନ୍ଦ୍ର- ବିଛା ଦିବା ୧୨.୫୧ ଗତେ ଧନୁ ତିଥି- ୧୦ମୀ ଦିବା ୧୦.୨୭ ଗତେ ୧୧ଶୀ ଘାତଚନ୍ଦ୍ର- ଦିବା ୧୨.୫୧ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୩୦ ରୁ ୦୭.୧୧
ଦିବା- ୧୦.୩୪ ରୁ ୦୧.୦୭
ରାତ୍ରି-୦୨.୨୯ ରୁ ୦୩.୧୫
ଅଶୁଭ ସମୟ
ରାହୁକାଳ- ଦିବା ୦୧.୨୬ ରୁ ୦୩.୦୧
କାଳବେଳା- ଦିବା ୦୩.୦୧ ରୁ ୦୪.୩୬
ବାରବେଳା- ଦିବା ୦୪.୩୬ ରୁ ୦୬.୧୧
କାଳରାତ୍ରି- ରାତ୍ରି ୧୧.୫୧ ରୁ ୦୧.୧୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)