/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ରାତ୍ରି ୦୮.୨୬ ଗତେ ବିଛା । ତିଥି- ୨ୟା ଦିବା ୧୦.୫୫ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୫୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ରାତ୍ରି ୦୩.୧୦ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ-
ଦିବା- ୦୮.୩୯ ରୁ ୧୦.୩୧
ଦିବା- ୦୧.୦୧ ରୁ ୦୧.୨୦
ଦିବା- ୦୪.୨୭ ରୁ ୦୫.୧୧
ସନ୍ଧ୍ୟା- ୦୬.୦୧ ରୁ ୦୬.୪୭
ରାତ୍ରି- ୦୯.୦୫ ରୁ ୧୧.୨୩
ରାତ୍ରି- ୦୧.୪୧ ରୁ ୦୩.୧୩
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୩ ରୁ ୦୪.୨୭
କାଳବେଳା- ଦିବା ୦୧.୨୦ ରୁ ୦୨.୫୩
ବାରବେଳା- ପ୍ରାତଃ ୦୭.୦୬ ରୁ ୦୮.୩୯
କାଳରାତ୍ରି- ସନ୍ଧ୍ୟା ୦୭.୨୭ ରୁ ୦୮.୫୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)