• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଶନିବାର । ଚନ୍ଦ୍ର- ମକର ଅହୋରାତ୍ର ତିଥି- ୧୧ଶୀ ରାତ୍ରି ୦୮.୪୧ ଗତେ ୧୨ଶୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବିଛା , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୩୧ ଗତେ ୧ ପାଦ-କୃଷିହାନି ଭୂମିଦାନ ରାତ୍ରି ୦୮.୪୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭସମୟ-

ଦିବା- ୧୦.୧୦ ରୁ ୧୨.୫୪
ରାତ୍ରି- ୦୮.୦୮ ରୁ ୧୦.୩୦
ରାତ୍ରି- ୧୨.୦୫ ରୁ ୦୧.୪୦
ରାତ୍ରି- ୦୨.୨୮ ରୁ ୦୪.୦୨

ଅଶୁଭସମୟ- 

ରାହୁକାଳ- ଦିବା ୦୮.୩୯ ରୁ ୧୦.୧୦
କାଳବେଳା- ପ୍ରାତଃ ୦୫.୩୭ ରୁ ୦୭.୦୮ ଓ ଦିବା ୦୪.୧୫ ରୁ ୦୫.୪୬
ବାରବେଳା- ଦିବା ୦୧.୧୩ ରୁ ୦୨.୪୪
କାଳରାତ୍ରି- ସନ୍ଧ୍ୟା ୦୫.୪୬ ରୁ ୦୭.୧୫ ଓ ରାତ୍ରି ୦୪.୦୮ ରୁ ୦୫.୩୭

OTV is now on Whatsapp

Join and get latest news update delivered to you via whatsapp

Join Now