Panchang Today 14th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୧ଶୀ ପ୍ରାତଃ ୦୬.୪୧ ଗତେ ୧୨ଶୀ । ରାତ୍ରି ୦୩.୪୨ ଗତେ ୧୩ଶୀ ।

Panchang

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୧ଶୀ ପ୍ରାତଃ ୦୬.୪୧ ଗତେ ୧୨ଶୀ । ରାତ୍ରି ୦୩.୪୨ ଗତେ ୧୩ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର-  ମିଥୁନ ରାଶିର। ପୁଷ୍କର ଦୋଷ- ପ୍ରାତଃ ୦୬.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୪୧ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ । ରାତ୍ରି ୦୩.୪୨ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

ଶୁଭ ସମୟ-
ପ୍ରାତଃ- ୦୫.୪୪ ରୁ ୦୭.୧୧
ଦିବା- ୦୮.୫୦ ରୁ ୧୧.୦୯
ରାତ୍ରି- ୦୭.୪୯ ରୁ ୦୯.୫୯
ରାତ୍ରି- ୦୨.୨୬ ରୁ ୦୩.୧୬
ଅଶୁଭ ସମୟ- 
ରାହୁକାଳ- ପ୍ରାତଃ ୦୭.୧୧ ରୁ ୦୮.୩୮
କାଳବେଳା- ପ୍ରାତଃ ୦୭.୧୧ ରୁ ୦୮.୩୮
ବାରବେଳା- ଦିବା ୦୨.୨୬ ରୁ ୦୩.୫୩
କାଳରାତ୍ରି- ରାତ୍ରି ୦୯.୫୯ ରୁ ୧୨.୩୨