Panchang Today 14th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୧୩ଶୀ ଦିବା ୦୯.୪୩ ଗତେ ୧୪ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର ,ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ:

ପ୍ରାତଃ-୦୫.୫୮ ରୁ ୦୭.୨୭

ସନ୍ଧ୍ୟା-୦୫.୫୫ ରୁ ୦୯.୨୨

ରାତ୍ରି- ୦୧.୦୮ ରୁ ୦୩.୨୩

ରାତ୍ରି-୦୪.୧୫ ରୁ ୦୫.୫୯

ଅଶୁଭ ସମୟ:

ରାହୁକାଳ-ଦିବା ୧୨.୫୪ ରୁ ୦୨.୧୭

କାଳବେଳା- ଦିବା ୦୨.୧୭ ରୁ ୦୩.୪୦

ବାରବେଳା- ଦିବା ୦୩.୪୦ ରୁ ୦୫.୦୩

କାଳରାତ୍ରି- ରାତ୍ରି ୧୧.୩୧ ରୁ ୦୧.୦୮