Advertisment

Panchang Today 14th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୨ୟା ରାତ୍ରି ୦୨.୨୯ ଗତେ ୩ୟା। ଘାତଚନ୍ଦ୍ର-ନାସ୍ତିଘାତବାର-କର୍କଟ ରାଶିର। ପୁଷ୍କର ଦୋଷ –୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୨ୟା ରାତ୍ରି ୦୨.୨୯ ଗତେ ୩ୟା। ଘାତଚନ୍ଦ୍ର-ନାସ୍ତିଘାତବାର-କର୍କଟ ରାଶିର। ପୁଷ୍କର ଦୋଷ –୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ।

Advertisment

ଶୁଭସମୟ-

ପ୍ରାତଃ-୦୭.୫୦ ରୁ ୦୮.୨୯

ଦିବା-୧୦.୦୬ ରୁ ୧୧.୧୭

ଦିବା-୦୧.୫୨ ରୁ ୦୫.୧୯

ସନ୍ଧ୍ୟା-୦୬.୧୧ ରୁ ୦୯.୫୨

ରାତ୍ରି- ୧୨.୦୫ ରୁ ୦୧.୩୩

ଅଶୁଭସମୟ-

ରାହୁକାଳ- ଦିବା ୧୧.୪୩ ରୁ ୦୧.୨୦

କାଳବେଳା- ଦିବା ୦୮.୨୯ ରୁ ୧୦.୦୬

ବାରବେଳା-ଦିବା ୧୧.୪୩ ରୁ ୦୧.୨୦

କାଳରାତ୍ରି- ରାତ୍ରି ୦୨.୨୮ ରୁ ୦୩.୫୧

Astrology
Advertisment
Advertisment