Panchang Today 14th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୪ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୪ତାରିଖ ମଙ୍ଗଳବାର। ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି-୭ମୀ ରାତ୍ରି ୦୪.୧୯ ଗତେ ୮ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୪.୧୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ-୦୫.୧୫ ରୁ ୦୬.୫୨

ଦିବା- ୦୯.୩୩ ରୁ ୧୨.୦୫

ଦିବା- ୦୪.୩୪ ରୁ ୦୫.୧୯

ସନ୍ଧ୍ୟା-୦୬.୧୧ ରୁ ୦୬.୫୫

ରାତ୍ରି- ୦୮.୫୭ ରୁ ୦୯.୫୨

ରାତ୍ରି-୧୨.୦୫ ରୁ ୦୨.୧୭

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୫୭ ରୁ ୦୪.୩୪

କାଳବେଳା- ଦିବା ୦୧.୨୦ ରୁ ୦୨.୫୭

ବାରବେଳା- ପ୍ରାତଃ ୦୬.୫୨ ରୁ ୦୮.୨୯

କାଳରାତ୍ରି- ରାତ୍ରି ୦୭.୩୪ ରୁ ୦୮.୫୭