/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମୀନ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର- ସିଂହ ଦିବା ୧୨.୫୬ ଗତେ କନ୍ୟା। ତିଥି- ପୂର୍ଣ୍ଣିମା ଦିବା ୧୨.୨୪ ଗତେ ପ୍ରତିପଦ
ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୧୨.୫୬ ଗତେ ବୃଷ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ପ୍ରାତଃ ୦୬.୧୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭସମୟ
ପ୍ରାତଃ- ୦୫.୫୯ ରୁ ୦୬.୪୭
ପ୍ରାତଃ- ୦୭.୩୪ ରୁ ୦୮.୫୭
ଦିବା- ୧୨.୧୯ ରୁ ୦୨.୪୨
ଦିବା- ୦୪.୧୭ ରୁ ୦୫.୫୨
ସନ୍ଧ୍ୟା- ୦୭.୨୯ ରୁ ୦୮.୫୩
ରାତ୍ରି- ୦୧.୫୬ ରୁ ୦୪.୨୧
ଅଶୁଭସମୟ
ରାହୁକାଳ- ଦିବା ୧୦.୨୬ ରୁ ୧୧.୫୫
କାଳବେଳା- ଦିବା ୧୦.୨୬ ରୁ ୧୧.୫୫
ବାରବେଳା- ଦିବା ୦୮.୫୭ ରୁ ୧୦.୨୬
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୪
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)