/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୪ ତାରିଖ ଶନିବାର । ଚନ୍ଦ୍ର- ଧନୁ ପ୍ରାତଃ ୦୫.୩୮ ଗତେ ମକର। ତିଥି - ୩ୟା ଦିବା ୦୩.୪୭ ଗତେ ୪ର୍ଥୀଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ପ୍ରାତଃ ୦୫.୩୮ ଗତେ ସିଂହ ରାଶିର। ଘାତବାର- ବୃଷ ,ସିଂହ ଓ କନ୍ୟା ରାଶିର।ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ । ରାତ୍ରି ୧୨.୨୧ ଗତେ ୧ପାଦ- କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ –
ଦିବା – ୧୦.୦୮ ରୁ ୧୨.୧୩
ଦିବା – ୦୩.୦୪ ରୁ ୦୩.୪୪
ରାତ୍ରି – ୦୭.୪୩ ରୁ ୦୭.୪୯
ରାତ୍ରି – ୧୧.୨୫ ରୁ ୦୧.୩୫
ରାତ୍ରି – ୦୩.୦୧ ରୁ ୦୩.୫୦
ଅଶୁଭ ସମୟ
ରାହୁକାଳ- ଦିବା ୦୮.୨୯ ରୁ ୧୦.୦୮
କାଳବେଳା- ପ୍ରାତଃ ୦୫.୧୧ ରୁ ୦୬.୫୦ ଓ ଦିବା ୦୪.୪୩ ରୁ ୦୬.୨୨
ବାରବେଳା- ଦିବା ୦୧.୨୫ ରୁ ୦୩.୦୪
କାଳରାତ୍ରି- ସନ୍ଧ୍ୟା ୦୬.୨୨ ରୁ ୦୭.୪୩ ଓ ରାତ୍ରି ୦୩.୫୦ ରୁ ୦୫.୧୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)