Panchang Today 14th January 2025: ଆଜିର ପଞ୍ଚାଙ୍ଗ,ମକର ସଂକ୍ରାନ୍ତିରେ ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ପ୍ରତିପଦ ରାତ୍ରି ୦୩.୨୧ ଗତେ ୨ୟା,ଘାତଚନ୍ଦ୍ର- ନାସ୍ତି,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୦.୧୭ ଗତେ ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୨୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭସମୟ:

ଦିବା- ୦୯.୧୧ ରୁ ୧୦.୫୦

ଦିବା- ୦୧.୦୧ ରୁ ୦୧.୧୭

ଦିବା- ୦୪.୦୧ ରୁ ୦୪.୩୯

ସନ୍ଧ୍ୟା- ୦୫.୨୩ ରୁ ୦୬.୧୫

ରାତ୍ରି- ୦୮.୫୨ ରୁ ୧୧.୨୯

ରାତ୍ରି- ୦୨.୦୬ ରୁ ୦୩.୫୧

ଅଶୁଭସମୟ:

ରାହୁକାଳ- ଦିବା ୦୨.୩୯ ରୁ ୦୪.୦୧

କାଳବେଳା- ଦିବା ୦୧.୧୭ ରୁ ୦୨.୩୯

ବାରବେଳା- ପ୍ରାତଃ ୦୭.୪୯ ରୁ ୦୯.୧୧

କାଳରାତ୍ରି- ସନ୍ଧ୍ୟା ୦୭.୦୧ ରୁ ୦୮.୩୯