Panchang Today 14th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Today Panchang,

ସୌର ମକରମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ  ରବିବାର ।

ଚନ୍ଦ୍ର- କୁମ୍ଭ ଅହୋରାତ୍ର 
ତିଥି- ୩ୟା ଦିବା ୦୮.୦୦ ଗତେ ୪ର୍ଥୀ (କ୍ଷୟ) ନିଶାନ୍ତ ୦୪.୫୯ ଗତେ ୫ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର     
ଘାତବାର- ମେଷ ରାଶିର        
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ

ପ୍ରାତଃ- ୦୬.୨୭ ରୁ ୧୦.୦୬    
ଦିବା- ୦୧.୧୭ ରୁ ୦୧.୪୪
ସନ୍ଧ୍ୟା- ୦୬.୧୫ ରୁ ୦୮.୫୨
ରାତ୍ରି- ୧୨.୨୧ ରୁ ୦୧.୩୩
ରାତ୍ରି- ୦୩.୧୧ ରୁ ୦୩.୫୦

ଅଶୁଭ ସମୟ

ରାହୁକାଳ- ଦିବା ୦୪.୦୧ ରୁ ୦୫.୨୩
କାଳବେଳା- ଦିବା ୧୧.୫୫ ରୁ ୦୧.୧୭
ବାରବେଳା- ଦିବା ୧୦.୩୩ ରୁ ୧୧.୫୫
କାଳରାତ୍ରି- ରାତ୍ରି ୦୧.୩୩ ରୁ ୦୩.୧୧