Panchang Today 14th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ ବୁଧବାର ଚନ୍ଦ୍ର- ମୀନ ଦିବା ୧୦.୪୪ ଗତେ ମେଷ ତିଥି- ୫ମୀ ଦିବା ୧୨.୧୦ ଗତେ ୬ଷ୍ଠୀ ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୦.୪୪ ଗତେ ମେଷ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

Panchang

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ ବୁଧବାର ଚନ୍ଦ୍ର- ମୀନ ଦିବା ୧୦.୪୪ ଗତେ ମେଷ ତିଥି- ୫ମୀ ଦିବା ୧୨.୧୦ ଗତେ ୬ଷ୍ଠୀ ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୦.୪୪ ଗତେ ମେଷ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ

ପ୍ରାତଃ- ୦୬.୨୦ ରୁ ୦୭.୫୧ 

ଦିବା- ୧୦.୩୫ ରୁ ୧୧.୩୮

ଦିବା- ୦୧.୫୪ ରୁ ୦୪.୫୬ 

ସନ୍ଧ୍ୟା- ୦୬.୩୨ ରୁ ୧୦.୪୪

ରାତ୍ରି- ୦୨.୦୭ ରୁ ୦୩.୧୦

ନିଶାନ୍ତ- ୦୪.୪୪ ରୁ ୦୬.୧୯

ଅଶୁଭ ସମୟ

ରାହୁକାଳ- ଦିବା ୧୨.୦୦ ରୁ ୦୧.୨୬

କାଳବେଳା- ଦିବା ୦୯.୧୦ ରୁ ୧୦.୩୫

ବାରବେଳା- ଦିବା ୧୨.୦୦ ରୁ ୦୧.୨୬

କାଳରାତ୍ରି- ରାତ୍ରି ୦୩.୧୦ ରୁ ୦୪.୪୪