Panchang Today 13th October 2024: ବିଜୟା ଦଶମୀରେ ଶୁଭ ସମୟ ଦେଖି କରନ୍ତୁ ଗୃହ ପ୍ରବେଶ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- ମକର ଦିବା ୦୩.୪୩ ଗତେ କୁମ୍ଭ । ତିଥି- ୧୦ମୀ ଦିବା ୦୯.୦୯ ଗତେ ୧୧ଶୀ। ଘାତଚନ୍ଦ୍ର- ସିଂହ ରାଶିର , ଦିବା ୦୩.୪୩ ଗତେ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Panchang

ଶୁଭ ସମୟ-

ପ୍ରାତଃ- ୦୬.୩୦ ରୁ ୦୮.୫୦

ଦିବା- ୧୨.୫୯ ରୁ ୦୩.୦୧

ଦିବା- ୦୩.୪୮ ରୁ ୦୩.୫୩

ରାତ୍ରି- ୦୭.୪୯ ରୁ ୦୯.୨୮

ରାତ୍ରି- ୧୧.୫୭ ରୁ ୦୧.୦୫

ରାତ୍ରି- ୦୨.୩୮ ରୁ ୦୫.୪୪

ଅଶୁଭ ସମୟ-

ରାହୁକାଳ- ୦୩.୫୩ ରୁ ୦୫.୨୧

କାଳବେଳା- ଦିବା ୧୧.୩୨ ରୁ ୧୨.୫୯

ବାରବେଳା- ଦିବା ୧୦.୦୫ ରୁ ୧୧.୩୨

କାଳରାତ୍ରି- ରାତ୍ରି ୦୧.୦୫ ରୁ ୦୨.୩୮