Panchang Today 13th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଚନ୍ଦ୍ର- ମୀନ ରାତ୍ରି ୦୩.୧୦ ଗତେ ମେଷ,ତିଥି- ୧୨ଶୀ ଦିବା ୦୧.୦୧ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର , ରାତ୍ରି ୦୩.୧୦ ଗତେ ମେଷ ରାଶିର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୦୧ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ-୦୫.୫୭ ରୁ ୦୮.୧୧

ଦିବା- ୧୦.୨୪ ରୁ ୧୧.୩୦

ଦିବା-୦୧.୨୧ ରୁ ୦୩.୩୫

ସନ୍ଧ୍ୟା-୦୫.୫୫ ରୁ ୦୬.୪୭

ରାତ୍ରି- ୦୮.୩୦ ରୁ ୦୨.୪୪

ରାତ୍ରି-୦୪.୨୧ ରୁ ୦୫.୫୮

ଅଶୁଭ ସମୟ:

ରାହୁକାଳ-ଦିବା ୧୧.୩୦ ରୁ ୧୨.୫୪

କାଳବେଳା- ଦିବା ୦୮.୪୪ ରୁ ୧୦.୦୭

ବାରବେଳା- ଦିବା ୧୧.୩୦ ରୁ ୧୨.୫୪

କାଳରାତ୍ରି- ରାତ୍ରି ୦୨.୪୪ ରୁ ୦୪.୨୧