Panchang Today
ସୈାର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି-୬ଷ୍ଠୀ ରାତ୍ରି ୦୨.୫୦ ଗତେ ୭ମୀ ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୧.୨୪ ପର୍ଯ୍ୟନ୍ତ, ରାତ୍ରି ୦୨.୫୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ
ଶୁଭ ସମୟ:
ପ୍ରାତଃ-୦୫.୧୫ ରୁ ୦୬.୫୨
ଦିବା- ୧୦.୨୫ ରୁ ୦୧.୦୦
ଦିବା- ୦୪.୩୩ ରୁ ୦୫.୧୯
ସନ୍ଧ୍ୟା-୦୬.୫୫ ରୁ ୦୯.୦୭
ରାତ୍ରି- ୧୧.୪୨ ରୁ ୦୨.୧୭
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି ? ଗୃହକୁ ଆସିବ ମହା ସଂକଟ...
ଅଶୁଭ ସମୟ:
ରାହୁକାଳ- ପ୍ରାତଃ ୦୬.୫୨ ରୁ ୦୮.୨୯
କାଳବେଳା- ପ୍ରାତଃ ୦୬.୫୨ ରୁ ୦୮.୨୯
ବାରବେଳା- ଦିବା ୦୨.୫୬ ରୁ ୦୪.୩୩
କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715565828.jpg)