Panchang Today 13th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି-୬ଷ୍ଠୀ ରାତ୍ରି ୦୨.୫୦ ଗତେ ୭ମୀ ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୧.୨୪ ପର୍ଯ୍ୟନ୍ତ, ରାତ୍ରି ୦୨.୫୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

ଶୁଭ ସମୟ:

ପ୍ରାତଃ-୦୫.୧୫ ରୁ ୦୬.୫୨

ଦିବା- ୧୦.୨୫ ରୁ ୦୧.୦୦

ଦିବା- ୦୪.୩୩ ରୁ ୦୫.୧୯

ସନ୍ଧ୍ୟା-୦୬.୫୫ ରୁ ୦୯.୦୭

ରାତ୍ରି- ୧୧.୪୨ ରୁ ୦୨.୧୭

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି ? ଗୃହକୁ ଆସିବ ମହା ସଂକଟ...

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୬.୫୨ ରୁ ୦୮.୨୯

କାଳବେଳା- ପ୍ରାତଃ ୦୬.୫୨ ରୁ ୦୮.୨୯

ବାରବେଳା- ଦିବା ୦୨.୫୬ ରୁ ୦୪.୩୩

କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୨