/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି - ୨ୟା ଦିବା ୦୩.୧୯ ଗତେ ୩ୟା । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ବିଛା , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ - ୧ପାଦ - ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୩.୧୯ ପର୍ଯ୍ୟନ୍ତ, ତା’ ପରେ ରାତ୍ରି ୧୧.୨୦ ଗତେ ୧ ପାଦ- କୁଟୁମ୍ବ ହାନି- ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ
ପ୍ରାତଃ – ୦୬.୦୩ ରୁ ୦୬.୫୬
ଦିବା – ୧୨.୧୩ ରୁ ୦୨.୫୧
ସନ୍ଧ୍ୟା – ୦୬.୨୨ ରୁ ୦୮.୩୨
ରାତ୍ରି – ୧୨.୫୧ ରୁ ୦୩.୦୧
ରାତ୍ରି – ୦୩.୪୪ ରୁ ୦୫.୧୧
ଅଶୁଭ ସମୟ
ରାହୁକାଳ- ଦିବା ୧୦.୦୭ ରୁ ୧୧.୪୬
କାଳବେଳା- ଦିବା ୧୦.୦୭ ରୁ ୧୧.୪୬
ବାରବେଳା- ଦିବା ୦୮.୨୮ ରୁ ୧୦.୦୭
କାଳରାତ୍ରି- ରାତ୍ରି ୦୯.୦୪ ରୁ ୧୦.୨୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)