Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ଶନିବାର ।ଚନ୍ଦ୍ର- କନ୍ୟା ଅହୋରାତ୍ର,ତିଥି- ୭ମୀ ଦିବା ୦୩.୦୫ ଗତେ ୮ମୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୦୫ ଗତେ ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ:
ଦିବା- ୧୦.୧୪ ରୁ ୧୨.୧୮
ଦିବା- ୦୩.୦୮ ରୁ ୦୩.୪୮
ରାତ୍ରି- ୦୭.୪୭ ରୁ ୦୭.୫୨
ରାତ୍ରି-୧୧.୩୦ ରୁ ୦୧.୪୧
ରାତ୍ରି- ୦୩.୦୮ ରୁ ୦୩.୫୭
ଅଶୁଭ ସମୟ:
ରାହୁକାଳ- ଦିବା ୦୮.୩୫ ରୁ ୧୦.୧୪
କାଳବେଳା- ପ୍ରାତଃ ୦୮.୧୯ ରୁ ୦୬.୫୭ ଓ ଦିବା ୦୪.୪୭ ରୁ ୦୬.୨୫
ବାରବେଳା- ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି- ସନ୍ଧ୍ୟା ୦୬.୨୫ ରୁ ୦୭.୪୭ ଓ ରାତ୍ରି ୦୩.୫୭ ରୁ ୦୫.୧୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1720840636.jpg)