• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର । ଚନ୍ଦ୍ର- ବିଛା ଦିବା ୧୧.୦୪ ଗତେ ଧନୁ । ତିଥି- ପ୍ରତିପଦ ରାତ୍ରି ୦୩.୦୯ ଗତେ ୨ୟା । ଘାତଚନ୍ଦ୍ର- ଦିବା ୧୧.୦୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୦୩.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

ଶୁଭ ସମୟ

ପ୍ରାତଃ- ୦୬.୧୫ ରୁ ୦୮.୨୫

ଦିବା- ୧୦.୩୫ ରୁ ୧୧.୪୦

ଦିବା- ୦୧.୨୮ ରୁ ୦୩.୩୮

ସନ୍ଧ୍ୟା- ୦୫.୫୮ ରୁ ୦୬.୫୦

ରାତ୍ରି- ୦୮.୩୬ ରୁ ୦୨.୫୮

ନିଶାନ୍ତ- ୦୪.୩୭ ରୁ ୦୬.୧୬

ଅଶୁଭ ସମୟ

ରାହୁକାଳ – ଦିବା ୧୧.୪୦ ରୁ ୦୧.୦୧

କାଳବେଳା- ଦିବା ୦୮.୫୮ ରୁ ୧୦.୧୯

ବାରବେଳା- ଦିବା ୧୧.୪୦ ରୁ ୦୧.୦୧

କାଳରାତ୍ରି- ରାତ୍ରି ୦୨.୫୮ ରୁ ୦୪.୩୭