• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ମେଷ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୭.୩୮ ଗତେ ତୁଳା। ତିଥି- ପୂର୍ଣ୍ଣିମା (ମଳ) ପ୍ରାତଃ ୦୫.୫୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୭.୩୮ ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭସମୟ-

ପ୍ରାତଃ- ୦୫.୩୪ ରୁ ୦୯.୪୨

ଦିବା- ୦୧.୨୦ ରୁ ୦୧.୫୧

ସନ୍ଧ୍ୟା- ୦୬.୪୬ ରୁ ୦୯.୦୫

ରାତ୍ରି- ୧୨.୧୦ ରୁ ୦୧.୧୩

ରାତ୍ରି- ୦୨.୪୦ ରୁ ୦୩.୧୪

ଅଶୁଭସମୟ-

ରାହୁକାଳ- ଦିବା ୦୪.୨୭ ରୁ ୦୬.୦୦

କାଳବେଳା- ଦିବା ୧୧.୪୭ ରୁ ୦୧.୨୦

ବାରବେଳା- ଦିବା ୧୦.୧୪ ରୁ ୧୧.୪୭

କାଳରାତ୍ରି- ରାତ୍ରି ୦୧.୧୩ ରୁ ୦୨.୪୦