Panchang Today 12th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର ଚନ୍ଦ୍ର- ମିଥୁନ ନିଶାନ୍ତ ୦୫.୦୫ ଗତେ କର୍କଟ ତିଥି- ୫ମୀ ରାତ୍ରି ୦୨.୦୪ ଗତେ ୬ଷ୍ଠୀ ଘାତଚନ୍ଦ୍ର- କନ୍ୟା ରାଶିର ନିଶାନ୍ତ ୦୫.୦୫ ପର୍ଯ୍ୟନ୍ତ ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷୀହାନି-ଭୂମିଦାନ ଦିବା ୧୦.୨୭ ଗତେ ୦୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

Panchang

ଶୁଭ ସମୟ
ପ୍ରାତଃ-୦୫.୧୫ ରୁ ୦୯.୩୪
ଦିବା- ୦୧.୧୯ ରୁ ୦୧.୫୨
ସନ୍ଧ୍ୟା-୦୬.୫୪ ରୁ ୦୯.୦୭
ରାତ୍ରି- ୧୨.୦୫ ରୁ ୦୧.୦୬
ରାତ୍ରି- ୦୨.୨୯  ରୁ ୦୩.୦୨
ଅଶୁଭ ସମୟ
ରାହୁକାଳ- ଦିବା ୦୪.୩୩ ରୁ ୦୬.୧୦
କାଳବେଳା- ଦିବା ୧୧.୪୩ ରୁ ୦୧.୧୯
ବାରବେଳା- ଦିବା ୧୦.୦୬ ରୁ ୧୧.୪୩
କାଳରାତ୍ରି- ରାତ୍ରି ୦୧.୦୬ ରୁ ୦୨.୨୯