/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର।ତିଥି - ପ୍ରତିପଦ ଦିବା ୦୨.୨୮ ଗତେ ୨ୟା।ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ଦିବା ୦୨.୨୮ ଗତେ ୧ପାଦ - ପଶୁସମ୍ପଦ ନାଶ-ଅନ୍ନଦାନ।
Advertisment
ଶୁଭ ସମୟ –
ପ୍ରାତଃ – ୦୫.୧୧ ରୁ ୦୬.୦୩
ଦିବା – ୦୯.୩୪ ରୁ ୧୧.୨୦
ସନ୍ଧ୍ୟା – ୦୭.୦୫ ରୁ ୦୯.୧୫
ରାତ୍ରି – ୦୧.୦୭ ରୁ ୦୨.୧୮
ରାତ୍ରି – ୦୩.୪୪ ରୁ ୦୫.୧୧
ଅଶୁଭ ସମୟ
ରାହୁକାଳ- ଦିବା ୦୧.୨୫ ରୁ ୦୩.୦୪
କାଳବେଳା- ଦିବା ୦୩.୦୪ ରୁ ୦୪.୪୩
ବାରବେଳା- ଦିବା ୦୪.୪୩ ରୁ ୦୬.୨୨
କାଳରାତ୍ରି- ରାତ୍ରି ୧୧.୪୬ ରୁ ୦୧.୦୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)