ଅଦ୍ୟତନ ହୋଇଛି
Panchang
Advertisment
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୨ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୧୭ ଗତେ ୭ମୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ସନ୍ଧ୍ୟା ୦୭.୧୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
Advertisment
ଶୁଭ ସମୟ:
ପ୍ରାତଃ- ୦୭.୪୯ ରୁ ୦୮.୨୮
ଦିବା - ୧୦.୦୭ ରୁ ୧୧.୨୦
ଦିବା- -୦୧.୫୮ ରୁ ୦୫.୨୯
ସନ୍ଧ୍ୟା-୦୬.୨୨ ରୁ ୦୯.୫୮
ରାତ୍ରି- ୧୨.୦୮ ରୁ ୦୧.୩୪
ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା
ଅଶୁଭ ସମୟ:
ରାହୁକାଳ- ଦିବା- ୧୧.୪୬ ରୁ ୦୧.୨୫
କାଳବେଳା- ଦିବା ୦୮.୨୮ ରୁ ୧୦.୦୭
ବାରବେଳା- ଦିବା- ୧୧.୪୬ ରୁ ୦୧.୨୫
କାଳରାତ୍ରି- ରାତ୍ରି- ୦୨.୨୮ ରୁ ୦୩.୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1718161190.jpg)