Panchang
ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୬ଷ୍ଠୀ ଦିବା ୧୨.୩୩ ଗତେ ୭ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୧୨.୩୩ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୪.୦୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
ଶୁଭ ସମୟ
ପ୍ରାତଃ-୦୬.୧୧ ରୁ ୦୭.୦୩
ଦିବା- ୧୨.୧୮ ରୁ ୦୨.୫୫
ସନ୍ଧ୍ୟା- ୦୬.୨୫ ରୁ ୦୮.୩୬
ରାତ୍ରି-୧୨.୫୭ ରୁ ୦୩.୦୮
ରାତ୍ରି- ୦୩.୫୨ ରୁ ୦୫.୧୯
ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୩ ରୁ ୧୧.୫୨
କାଳବେଳା- ଦିବା ୧୦.୧୩ ରୁ ୧୧.୫୨
ବାରବେଳା- ଦିବା ୦୮.୩୫ ରୁ ୧୦.୧୩
କାଳରାତ୍ରି- ରାତ୍ରି ୦୯.୦୯ ରୁ ୧୦.୩୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1720404589.jpg)