Panchang Today 12th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମକରମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୬ ଗତେ ମୀନ । ତିଥି- ୩ୟା ସନ୍ଧ୍ୟା ୦୫.୪୪ ଗତେ ୪ର୍ଥୀ । ଜାଣନ୍ତୁ ଆଜି କେଉଁ ସମୟ ରହିବ ଆପଣଙ୍କ ପାଇଁ ଶୁଭ

ଆଜିର ପଞ୍ଚାଙ୍ଗ

ସୈାର ମକରମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୬ ଗତେ ମୀନ । ତିଥି- ୩ୟା ସନ୍ଧ୍ୟା ୦୫.୪୪ ଗତେ ୪ର୍ଥୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୯.୩୬ ଗତେ ଧନୁ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୫୭ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ- ୦୬.୨୧ରୁ ୦୭.୪୬

ଦିବା- ୧୦.୫୩ରୁ ୦୧.୦୮

ଦିବା- ୦୪.୧୫ରୁ ୦୪.୫୫

ସନ୍ଧ୍ୟା- ୦୬.୩୧ରୁ ୦୯.୦୩

ରାତ୍ରି- ୧୨.୦୦ରୁ ୦୨.୫୮

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୪୬ରୁ ୦୯.୧୧

କାଳବେଳା- ପ୍ରାତଃ ୦୭.୪୬ରୁ ୦୯.୧୧

ବାରବେଳା- ଦିବା ୦୨.୫୦ରୁ ୦୪.୧୫

କାଳରାତ୍ରି- ରାତ୍ରି ୧୦.୧୫ରୁ ୧୨.୦୦