Panchang Today 12th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି-୧୨ ଶୀ ରାତ୍ରି ୧୦ .୨୬ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ।

Panchang

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି-୧୨ ଶୀ ରାତ୍ରି ୧୦ .୨୬ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୦.୨୭ ପର୍ଯ୍ୟନ୍ତ ।

ଶୁଭ ସମୟ

ପ୍ରାତଃ–୦୬.୧୫ ରୁ ୦୭.୪୨

ସନ୍ଧ୍ୟା-୦୫.୫୭ ରୁ ୦୯.୨୮

ରାତ୍ରି- ୦୧.୧୯ ରୁ ୦୩.୩୮

ନିଶାନ୍ତ- ୦୪.୩୦ ରୁ ୦୬.୧୬

ଅଶୁଭ ସମୟ

ରାହୁକାଳ- ଦିବା ୦୧.୦୧ ରୁ ୦୨.୨୨

କାଳବେଳା- ଦିବା ୦୨.୨୨ ରୁ ୦୩.୪୪

ବାରବେଳା- ଦିବା ୦୩.୪୪ ରୁ ୦୫.୦୫

କାଳରାତ୍ରି- ରାତ୍ରି ୧୧.୪୦ ରୁ ୦୧.୧୯