Panchang Today 12th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୫୫ ପର୍ଯ୍ୟନ୍ତ, ପରେ ଦିବା ୦୮.୩୨ ଗତେ ୧। ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Panchanga

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ସୋମବାର। ଚନ୍ଦ୍ର- ତୁଳା ରାତ୍ରି ୦୪.୧୪ ଗତେ ବିଛା। ତିଥି- ୭ମୀ ପ୍ରାତଃ ୦୭.୫୫ ଗତେ ୮ମୀ

ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୫୫ ପର୍ଯ୍ୟନ୍ତ, ପରେ ଦିବା ୦୮.୩୨ ଗତେ ୧। ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

ଶୁଭ ସମୟ 

ପ୍ରାତଃ-୦୫.୨୯ ରୁ ୦୭.୦୫
ଦିବା- ୧୦.୩୫ ରୁ ୦୧.୦୭
ଦିବା-୦୪.୩୭ ରୁ ୦୫.୨୨
ସନ୍ଧ୍ୟା- ୦୬.୫୮ ରୁ ୦୯.୧୩
ରାତ୍ରି- ୧୧.୫୧ ରୁ ୦୨.୨୯
ଅଶୁଭ ସମୟ 
ରାହୁକାଳ- ପ୍ରାତଃ ୦୭.୦୫ ରୁ ୦୮.୪୦
କାଳବେଳା- ପ୍ରାତଃ ୦୭.୦୫ ରୁ ୦୮.୪୦
ବାରବେଳା- ଦିବା ୦୩.୦୨ ରୁ ୦୪.୩୭
କାଳରାତ୍ରି- ରାତ୍ରି ୧୦.୨୭ ରୁ ୧୧.୫୧