Panchang Today 11th October 2024: ଆଜିର ପଞ୍ଚାଙ୍ଗ, ମହାଷ୍ଟମୀରେ ଶୁଭ ସମୟ ଦେଖି ମାଆଙ୍କ ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଦିବା ୧୧.୩୯ ଗତେ ମକର,ତିଥି- ୮ମୀ ଦିବା ୧୨.୦୭ ଗତେ ୯ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ଦିବା ୧୧.୩୯ ଗତେ ସିଂହ ରାଶିର ଘାତବାର- ବିଛା , ଧନୁ ଓ ମୀନ ରାଶିରପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୫.୨୫ ପର୍ଯ୍ୟନ୍ତ ।

ଶୁଭସମୟ:

ପ୍ରାତଃ- ୦୫.୪୩ ରୁ ୦୬.୩୦

ପ୍ରାତଃ- ୦୭.୧୬ ରୁ ୦୮.୩୮

ଦିବା- ୧୧.୫୬ ରୁ ୦୩.୦୨

ଦିବା- ୦୩.୪୯ ରୁ ୦୫.୨୨

ସନ୍ଧ୍ୟା- ୦୬.୧୨ ରୁ ୦୮.୨୮

ରାତ୍ରି- ୧୧.୫୮ ରୁ ୦୧.୩୬

ରାତ୍ରି- ୦୨.୨୬ ରୁ ୦୪.୦୫

ଅଶୁଭସମୟ:

ରାହୁକାଳ- ଦିବା ୧୦.୦୫ ରୁ ୧୧.୩୩

କାଳବେଳା- ଦିବା ୧୦.୦୫ ରୁ ୧୧.୩୩

ବାରବେଳା- ଦିବା ୦୮.୩୮ ରୁ ୧୦.୦୫

କାଳରାତ୍ରି- ରାତ୍ରି ୦୮.୨୮ ରୁ ୧୦.୦୦