Panchang Today 11th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ରାତ୍ରି ୦୨.୨୦ ଗତେ ମୀନ,ତିଥି- ୧୦ମୀ ସନ୍ଧ୍ୟା ୦୬.୪୬ ଗତେ୧୧ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୦୨.୨୦ ଗତେ ଧନୁ ରାଶିର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ଦିବା ୦୯.୩୯ ଗତେ ୧-ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭ ସମୟ:

ପ୍ରାତଃ-୦୫.୫୬ ରୁ ୦୭.୨୦

ଦିବା- ୦୮.୫୪ ରୁ ୧୧.୦୮

ରାତ୍ରି- ୦୭.୩୯ ରୁ ୦୯.୫୪

ରାତ୍ରି-୦୨.୩୧ ରୁ ୦୩.୨୨

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୭.୨୦ ରୁ ୦୮.୪୩

କାଳବେଳା- ପ୍ରାତଃ ୦୭.୨୦ ରୁ ୦୮.୪୩

ବାରବେଳା- ଦିବା ୦୨.୧୭ ରୁ ୦୩.୪୧

କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୦