Panchang Today 11th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି-୪ର୍ଥୀ ରାତ୍ରୀ ୦୨.୦୪ ଗତେ ୫ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷୀହାନି-ଭୂମିଦାନ।

Today Panchang

ଶୁଭ ସମୟ

ଦିବା- ୧୦.୦୬ ରୁ ୦୧.୦୦

ରାତ୍ରି- ୦୮.୨୩ ରୁ ୧୦.୩୬

ରାତ୍ରି- ୧୨.୦୫ ରୁ ୦୧.୩୩

ରାତ୍ରି- ୦୨.୧୮ ରୁ ୦୩.୪୭

ଅଶୁଭ ସମୟ

ରାହୁକାଳ- ଦିବା ୦୮.୨୯ ରୁ ୧୦.୦୬

କାଳବେଳା- ପ୍ରାତଃ ୦୫.୧୬ ରୁ ୦୬.୫୨ ଓ ଦିବା ୦୪.୩୩ ରୁ ୦୬.୧୦

ବାରବେଳା- ଦିବା ୦୧.୧୯ ରୁ ୦୨.୫୬

କାଳରାତ୍ରି- ସନ୍ଧ୍ୟା ୦୬.୧୦ ରୁ ୦୭.୩୩ ଓ ରାତ୍ରି ୦୩.୫୨ ରୁ ୦୫.୧୫