Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୧୧.୫୫ ଗତେ ମିଥୁନ,ତିଥି- ୧୨ଶୀ ଦିବା ୦୮.୨୧ ଗତେ ୧୩ଶୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୧୧.୫୫ ଗତେ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୨୧ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭସମୟ:
ପ୍ରାତଃ– ୦୭.୫୪ ରୁ ୦୯.୧୧
ଦିବା- ୧୨.୧୬ ରୁ ୦୧.୧୬
ଦିବା- ୦୨.୩୮ ରୁ ୦୩.୧୦
ଦିବା- ୦୩.୫୪ ରୁ ୦୩.୫୯
ରାତ୍ରି- ୦୨.୫୮ ରୁ ୦୩.୫୦
ଅଶୁଭସମୟ:
ରାହୁକାଳ- ଦିବା ୦୯.୧୧ ରୁ ୧୦.୩୨
କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୪୯
ଦିବା ୦୩.୫୯ ରୁ ୦୫.୨୧
ବାରବେଳା- ଦିବା ୦୧.୧୬ ରୁ ୦୨.୩୮
କାଳରାତ୍ରି- ସନ୍ଧ୍ୟା ୦୫.୨୧ ରୁ ୦୬.୫୯
ନିଶାନ୍ତ ୦୪.୪୯ ରୁ ୦୬.୨୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchan_1736564288.jpg)