Panchang Today 11th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchan

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଚନ୍ଦ୍ର- ବୃଷ ରାତ୍ରି ୧୧.୫୫ ଗତେ ମିଥୁନ,ତିଥି- ୧୨ଶୀ ଦିବା ୦୮.୨୧ ଗତେ ୧୩ଶୀ,ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୧୧.୫୫ ଗତେ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୨୧ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ– ୦୭.୫୪ ରୁ ୦୯.୧୧

ଦିବା- ୧୨.୧୬ ରୁ ୦୧.୧୬

ଦିବା- ୦୨.୩୮ ରୁ ୦୩.୧୦

ଦିବା- ୦୩.୫୪ ରୁ ୦୩.୫୯

ରାତ୍ରି- ୦୨.୫୮ ରୁ ୦୩.୫୦

ଅଶୁଭସମୟ:

ରାହୁକାଳ- ଦିବା ୦୯.୧୧ ରୁ ୧୦.୩୨

କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୪୯

ଦିବା ୦୩.୫୯ ରୁ ୦୫.୨୧

ବାରବେଳା- ଦିବା ୦୧.୧୬ ରୁ ୦୨.୩୮

କାଳରାତ୍ରି- ସନ୍ଧ୍ୟା ୦୫.୨୧ ରୁ ୦୬.୫୯

ନିଶାନ୍ତ ୦୪.୪୯ ରୁ ୦୬.୨୭