Panchang Today 11th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି-  ୧୩ ଶୀ ପ୍ରାତଃ ୦୭.୧୦ ଗତେ ୧୪ ଶୀ ଘାତଚନ୍ଦ୍ର-  ନାସ୍ତି

Panchanga

ସୈାର ବିଛା ମାସ  ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ସୋମବାର

ଚନ୍ଦ୍ର- ବିଛା ଅହୋରାତ୍ର 
ତିଥି-  ୧୩ ଶୀ ପ୍ରାତଃ ୦୭.୧୦ ଗତେ ୧୪ ଶୀ
ଘାତଚନ୍ଦ୍ର-  ନାସ୍ତି
ଘାତବାର- ମିଥୁନ ରାଶିର 
ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୨.୧୨ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୬.୧୪ ରୁ ୦୭.୩୫
ଦିବା- ୦୯.୦୭ ରୁ ୧୧.୧୭
ରାତ୍ରି- ୦୭.୪୨ ରୁ ୧୦.୦୧
ରାତ୍ରି- ୦୨.୪୪ ରୁ ୦୩.୩୭
ଅଶୁଭ ସମୟ
ରାହୁକାଳ – ପ୍ରାତଃ ୦୭.୩୫ ରୁ ୦୮.୫୭
କାଳବେଳା- ପ୍ରାତଃ ୦୭.୩୫ ରୁ ୦୮.୫୭                                                                                                               
ବାରବେଳା- ଦିବା  ୦୨.୨୨ ରୁ ୦୩.୪୩
କାଳରାତ୍ରି- ରାତ୍ରି ୧୦.୦୧ ରୁ ୧୧.୩୯