/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଶୁକ୍ରବାର । ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୪ଶୀ ରାତ୍ରି ୦୩.୨୧ ଗତେ ପୂର୍ଣ୍ଣିମା।ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୩.୧୦ ପର୍ଯ୍ୟନ୍ତ।
Advertisment
ଶୁଭସମୟ-
ପ୍ରାତଃ- ୦୫.୩୫ ରୁ ୦୭.୨୫
ପ୍ରାତଃ- ୦୭.୧୪ ରୁ ୦୮.୫୧
ଦିବା- ୧୨.୧୨ ରୁ ୦୨.୪୧
ଦିବା- ୦୪.୨୦ ରୁ ୦୫.୫୯
ରାତ୍ରି- ୦୭.୩୨ ରୁ ୦୮.୫୩
ରାତ୍ରି- ୦୧.୪୩ ରୁ ୦୪.୦୨
ଅଶୁଭସମୟ-
ରାହୁକାଳ- ଦିବା ୧୦.୧୪ ରୁ ୧୧.୪୭
କାଳବେଳା- ଦିବା ୧୦.୧୪ ରୁ ୧୧.୪୭
ବାରବେଳା- ଦିବା ୦୮.୪୧ ରୁ ୧୦.୧୪
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)