/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693802423.jpg)
Today Panchang
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଦିବା ୧୦.୨୫ ଗତେ କର୍କଟ, ତିଥି – ୧୧ଶୀ ରାତ୍ରି ୦୯.୨୮ ଗତେ ୧୨ଶୀ, ଘାତ ଚନ୍ଦ୍ର - କନ୍ୟା ରାଶିର ଦିବା ୧୦.୨୫ ପର୍ଯ୍ୟନ୍ତ, ଘାତ ବାର – ମେଷ, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୬ ଗତେ ୧ ପାଦ-କୃହିହାନି-ଭୂମିଦାନ ରାତ୍ରି ୦୯.୨୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
Advertisment
ଶୁଭ ସମୟ:
ପ୍ରାତଃ – ୦୫.୩୬ ରୁ ୦୯.୪୧
ଦିବା – ୦୧.୧୫ ରୁ ୦୧.୪୬
ସନ୍ଧ୍ୟା – ୦୬.୩୭ ରୁ ୦୮.୫୯
ରାତ୍ରି - ୧୨.୦୭ ରୁ ୦୧.୧୨
ରାତ୍ରି – ୦୨.୪୦ ରୁ ୦୩.୧୫
ଅଶୁଭ ସମୟ:
ଋାହୁକାଳ – ଦିବା ୦୪.୧୯ ରୁ ୦୫.୫୦
କାଳବେଳା – ଦିବା ୧୧.୪୩ ରୁ ୦୧.୧୫
ବାରବେଳା – ଦିବା ୧୦.୧୧ ରୁ ୧୧.୪୩
କାଳ ରାତ୍ରି – ରାତ୍ରି ୦୧.୧୨ ରୁ ୦୨.୪୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)