Panchang
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି- ୭ମୀ ଦିବା ୧୨.୩୨ ଗତେ ୮ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୨.୩୨ ପର୍ଯ୍ୟନ୍ତ , ତା'ପରେ ନିଶାନ୍ତ ୦୫.୪୧ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭସମୟ:
ପ୍ରାତଃ- ୦୫.୪୩ ରୁ ୦୭.୧୬
ସନ୍ଧ୍ୟା- ୦୬.୧୨ ରୁ ୦୯.୩୦
ରାତ୍ରି- ୦୧.୦୬ ରୁ ୦୩.୧୫
ରାତ୍ରି- ୦୪.୦୫ ରୁ ୦୫.୪୩
ଅଧିକ ପଢ଼ନ୍ତୁ: Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ
ଅଶୁଭସମୟ:
ରାହୁକାଳ- ଦିବା ୦୧.୦୦ ରୁ ୦୨.୨୮
କାଳବେଳା- ଦିବା ୦୨.୨୮ ରୁ ୦୩.୫୫
ବାରବେଳା- ଦିବା ୦୩.୫୫ ରୁ ୦୫.୨୩
କାଳରାତ୍ରି- ରାତ୍ରି ୧୧.୩୩ ରୁ ୦୧.୦୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1728527064.jpg)