Panchang Today 10th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି-୯ମୀ ରାତ୍ରି ୦୯.୦୧ ଗତେ ୧୦ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ–୦୬.୪୦ ରୁ ୦୮.୫୪

ଦିବା-୧୨.୫୪ ରୁ ୦୨.୫୧

ଦିବା-୦୩.୩୫ ରୁ ୦୩.୪୧

ରାତ୍ରି- ୦୭.୩୯ ରୁ ୦୯.୨୨

ରାତ୍ରି- ୧୧.୫୬ ରୁ ୦୧.୦୭

ରାତ୍ରି-୦୨.୪୩ ରୁ ୦୫.୫୬

ଅଶୁଭସମୟ:

ରାହୁକାଳ- ଦିବା ୦୩.୪୧ ରୁ ୦୫.୦୪

କାଳବେଳା- ଦିବା ୧୧.୩୦ ରୁ ୧୨.୫୪

ବାରବେଳା- ଦିବା ୧୦.୦୬ ରୁ ୧୧.୩୦

କାଳରାତ୍ରି- ରାତ୍ରି ୦୧.୦୭ ରୁ ୦୨.୪୩