Advertisment

Panchang Today 10th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- ବୃଷ ରାତ୍ରି ୧୦.୨୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୨.୫୦ ଗତେ ୪ର୍ଥୀ ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୧୦.୨୭ ଗତେ କନ୍ୟା ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି

ଅଦ୍ୟତନ ହୋଇଛି
undefined

Today Panchang

Advertisment

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- ବୃଷ ରାତ୍ରି ୧୦.୨୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୨.୫୦ ଗତେ ୪ର୍ଥୀ ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୧୦.୨୭ ଗତେ କନ୍ୟା ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି
ଶୁଭ ସମୟ
ପ୍ରାତଃ- ୦୫.୧୬ ରୁ ୦୬.୦୮
ପ୍ରାତଃ-୦୬.୫୯ ରୁ ୦୮.୨୯
ଦିବା-୧୨.୦୮ ରୁ ୦୨.୪୩
ଦିବା-୦୪.୨୬ ରୁ ୦୬.୦୯
ରାତ୍ରି- ୦୭.୩୮ ରୁ ୦୮.୫୬
ରାତ୍ରି-୦୧.୩୪ ରୁ ୦୩.୪୭

Advertisment

ଅଧିକ ପଢ଼ନ୍ତୁ: Vastu Tips: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଅଶୁଭ ସମୟ
ରାହୁକାଳ- ଦିବା ୧୦.୦୬ ରୁ ୧୧.୪୩
କାଳବେଳା- ଦିବା ୧୦.୦୬ ରୁ ୧୧.୪୩
ବାରବେଳା- ଦିବା ୦୮.୨୯ ରୁ ୧୦.୦୬
କାଳରାତ୍ରି- ରାତ୍ରି ୦୮.୫୬ ରୁ ୧୦.୧୯

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ