Panchang Today 10th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୪୦ ଗତେ ମୀନ ତିଥି- ଅମାବାସ୍ୟା ଦିବା ୦୨.୩୦ ଗତେ ପ୍ରତିପଦ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର,ରାତ୍ରି ୦୮.୪୦ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ

Panchang

ଶୁଭ ସମୟ
ପ୍ରାତଃ-୦୬.୦୨ ରୁ ୦୯.୫୮
ଦିବା-୦୧.୨୫ ରୁ ୦୧.୫୫
ସନ୍ଧ୍ୟା-୦୬.୪୦ ରୁ ୦୯.୦୬
ରାତ୍ରି- ୧୨.୨୦ ରୁ ୦୧.୨୭
ରାତ୍ରି- ୦୨.୫୯ ରୁ ୦୩.୩୫
ଅଶୁଭ ସମୟ
ରାହୁକାଳ - ଦିବା ୦୪.୨୨ ରୁ ୦୫.୫୧
କାଳବେଳା- ଦିବା ୧୧.୫୬  ରୁ ୦୧.୨୫
ବାରବେଳା- ଦିବା ୧୦.୨୮ ରୁ ୧୧.୫୬
କାଳରାତ୍ରି-  ରାତ୍ରି ୦୧.୨୭ ରୁ ୦୨.୫୯