Panchang Today 10th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ବୁଧବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି- ୪ର୍ଥୀ ପ୍ରାତଃ ୦୭.୫୨ ଗତେ ୫ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ନାସ୍ତି।

ଶୁଭ ସମୟ :


ପ୍ରାତଃ-୦୭.୫୫ ରୁ ୦୮.୩୫
ଦିବା- ୧୦.୧୩ ରୁ ୧୧.୨୫
ଦିବା- ୦୨.୦୩ ରୁ ୦୫.୩୩
ସନ୍ଧ୍ୟା- ୦୬.୨୫ ରୁ ୧୦.୦୩
ରାତ୍ରି- ୧୨.୧୪ ରୁ ୦୧.୪୧

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ


ଅଶୁଭ ସମୟ :
ରାହୁକାଳ- ଦିବା ୧୧.୫୨ ରୁ ୦୧.୩୦
କାଳବେଳା- ଦିବା ୦୮.୩୫ ରୁ ୧୦.୧୩
ବାରବେଳା- ଦିବା ୧୧.୫୨ ରୁ ୦୧.୩୦
କାଳରାତ୍ରି- ରାତ୍ରି ୦୨.୩୫ ରୁ ୦୩.୫୭