Panchang Today 10th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ..

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ  ସୋମବାର, ଚନ୍ଦ୍ର – ମୀନ ଅହୋରାତ୍ର, ତିଥି – ୮ମୀ ସନ୍ଧ୍ୟା ୦୬.୪୪ ଗତେ ୯ମୀ, ଘାତ ଚନ୍ଦ୍ର – ଧନୁ ରାଶିର ସନ୍ଧ୍ୟା ୦୬.୫୯ ଗତେ ମେଷ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି

Panchang

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ  ସୋମବାର, ଚନ୍ଦ୍ର – ମୀନ ଅହୋରାତ୍ର, ତିଥି – ୮ମୀ ସନ୍ଧ୍ୟା ୦୬.୪୪ ଗତେ ୯ମୀ, ଘାତ ଚନ୍ଦ୍ର – ଧନୁ ରାଶିର ସନ୍ଧ୍ୟା ୦୬.୫୯ ଗତେ ମେଷ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ଦିବା ୦୮.୪୮ ରୁ ୧୦.୩୩

ଦିବା ୦୯.୧୯ ରୁ ୧୦.୩୦

ରାତ୍ରି ୧୧.୫୨ ରୁ ୧୨.୧୩

ରାତ୍ରି ୦୧.୪୦ ରୁ ୦୩.୦୭

ରାତ୍ରି ୦୩.୫୧ ରୁ ୦୪.୩୪

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୫୬ ରୁ ୦୮.୩୪

କାଳବେଳା – ପ୍ରାତଃ ୦୬.୫୬ ରୁ ୦୮.୩୪

ବାରବେଳା – ଦିବା ୦୩.୦୮ ରୁ ୦୪.୪୭

କାଳରାତ୍ରି –  ରାତ୍ରି ୧୦.୩୦ ରୁ ୧୧.୫୨