/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୭.୦୪ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୧.୦୧ ଗତେ ୧୪ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ସନ୍ଧ୍ୟା ୦୭.୦୪ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର ।
ପୁଷ୍କର ଦୋଷ- ଦିବା ୧୨.୨୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୩୬ ରୁ ୦୭.୧୫
ଦିବା- ୧୦.୩୩ ରୁ ୦୧.୦୨
ରାତ୍ରି- ୦୨.୩୦ ରୁ ୦୩.୧୬
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୨୧ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୬
ବାରବେଳା- ଦିବା ୦୪.୨୬ ରୁ ୦୫.୫୯
କାଳରାତ୍ରି- ରାତ୍ରି ୧୧.୪୭ ରୁ ୦୧.୧୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)