ଅଦ୍ୟତନ ହୋଇଛି
panchanga
Advertisment
ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର ।
ଚନ୍ଦ୍ର- ମେଷ ନିଶାନ୍ତ ୦୫.୦୨ ଗତେ ବୃଷ ।
ତିଥି - ପ୍ରତିପଦ ଦିବା ୦୮. ୨୯ ଗତେ ୨ୟା ।
ଘାତ ଚନ୍ଦ୍ର- ମେଷ ନିଶାନ୍ତ ୦୫.୦୨ ଗତେ ବିଛା ।
ଘାତ ବାର- ବିଛା, ଧନୁ ଓ ମୀନ ରାଶିର ।
ପୁଷ୍କର ଦୋଷ- ଦିବା ୦୮. ୨୯ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନଦାନୟ
Advertisment
ଶୁଭ ସମୟ
- ପ୍ରାତଃ ୦୫. ୨୮ ରୁ ୦୬. ୧୮
- ପ୍ରାତଃ ୦୭.୦୯ ରୁ ୦୮.୩୭
- ଦିବା ୧୨. ୧୦ ରୁ ୦୨.୪୧
- ରାତ୍ରି ୦୭.୩୪ ରୁ ୦୮.୫୪
- ରାତ୍ରି ୦୧.୩୯ ରୁ ୦୩. ୫୬
ଅଧିକ ପଢ଼ନ୍ତୁ: ଘରେ ଏହିସବୁ ଫଟୋଚିତ୍ର ଆଣିପାରେ ବିପଦ
ଅଶୁଭ ସମୟ
- ଋାହୁକାଳ - ଦିବା ୧୦.୧୧ ରୁ ୧୧.୪୫
- କାଳବେଳା - ଦିବା ୧୦.୧୧ ରୁ ୧୧.୪୫
- ବାରବେଳା - ଦିବା ୦୮.୩୭ ରୁ ୧୦.୧୧
- କାଳରାତ୍ରି - ରାତ୍ରି ୦୮.୫୪ ରୁ ୧୦.୧୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/panchanga__1667967679.jpg)