• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ବୁଧବାର । ତିଥି – ୮ମୀ ଦିବା ୦୮/୩୦/୫୧ ଗତେ ୯ମୀ । ଚନ୍ଦ୍ର -  ସିଂହ ଦିବା ୧୦/୦୨ ଗତେ କନ୍ୟା । ଘାତ ଚନ୍ଦ୍ର-  କର୍କଟ ଓ ମକର ରାଶିର, ଦିବା ୧୦/୦୨ ଗତେ ବୃଷ ରାଶିର । ଘାତ ବାର - କର୍କଟ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ -କୁଟୁମ୍ଭ ହାନି- ତିଳକାଞନ ଦାନ ନିଶାନ୍ତ ୦୪/୩୦/୦୯ ପର୍ଯ୍ୟନ୍ତ ।
 

ଶୁଭ ସମୟ- 
ପ୍ରାତଃ ୦୭/୪୮/୪୮ ରୁ ୦୮/୨୮/୧୫, 

ଦିବା ୧୦/୦୭/୦୧ ରୁ ୧୧/୧୯/୨୬, 
ଦିବା  ୦୧/୫୭/୨୪ ରୁ ୦୯/୨୮/୦୨,
 

ଅଶୁଭ ସମୟ
ରାହୁକାଳ-  ଦିବା ୧୧/୪୫/୪୬ ରୁ ୦୧/୨୪/୩୦ 
କାଳବେଳା-  ଦିବା ୦୮/୨୮/୧୭ ରୁ ୧୦/୦୭/୦୧
ବାରବେଳା – ଦିବା ୧୧/୪୬/୪୬ ରୁ ୦୨/୨୪/୩୦
କାଳରାତ୍ରି-  ରାତ୍ରି ୦୨/୨୮/୧୯ ରୁ ୦୩/୪୯/୩୫

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:-
ଅଶ୍ୱନୀ – ପଦ ମର୍ଯ୍ୟାଦା  ବୃଦ୍ଧି ପାଇବ ।
ଦ୍ୱିଜା – ଆଶା କରୁଥିବା ଦିଗରୁ ସାହାର୍ଯ୍ୟ ସହଯୋଗ ପାଇବେ ।
କୃତିକା – ଚତୁରତାର ସହ ସମସ୍ତ ସମସ୍ୟାର ସମାଧାନ କରିବେ ।
ପ୍ରତିକାର -  ନୃସିଂଙ୍କର  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

ବୃଷ:-
କୃତିକା  - ଲୋଭ ହେତୁ ଅସୁବିଧାରେ ପଡି ପାରନ୍ତି ।
 ରୋହିଣୀ – ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି ।
ମୃଗଶିରା – ଦ୍ୱନ୍ଦରେ ପଡି ପ୍ରତାରଣାର ଶିକାର ହେବେ ।
ପ୍ରତିକାର – ଶୁକ୍ରଙ୍କର  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

ମିଥୁନ:-
ମୃଗଶିରା  -  ବହୁ ଭ୍ରମଣ କରିବା ସୁଯୋଗ ପାଇବେ ।
ଆଦ୍ରା -  କୃତିତ୍ୱ ହେତୁ ସମ୍ମାନିତ ହୋଇପାରନ୍ତି ।
ପୁନର୍ବସୁ – କୈଣସି କାର୍ଯ୍ୟରେ ସାହାସିକ ପଦକ୍ଷପ ନେବେ ।
ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ ।
 

କର୍କଟ:-
ପୁନର୍ବସୁ -  ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ ।
ପୁଷ୍ୟା – ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ ।
ଅଶ୍ଳେଷା -  ପିଲାମାନଙ୍କ ସହ ଖୁସିରେ ସମୟ କଟାଇବେ ।
ପ୍ରତିକାର –  ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
 

ସିଂହ:-
ମଘା –  ଅର୍ଥଲାଭର ଆବାସ ମିଳିପାରେ ।
ପୂ , ଫାଲଗୁନୀ -  ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲାଗିବ ।
ଉ ,ଫାଲଗୁନୀ – ପରଠାରୁ ସଫଳତା ପାଇବାର ସମ୍ଭାବନା ପାଇବେ ।
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।
 

କନ୍ୟା:-
ଉ , ଫାଲଗୁନୀ - ଅଧିକାଂଶ ସମୟ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବ । 
ହସ୍ତା -  ସମ୍ମାନ ହାନି ଆଦି ଅଶୁଭ ଫଳ ଭୋଗ କରିବେ ।
ଚିତ୍ରା – ଅଯଥା ଭ୍ରମଣ  ଯାତ୍ରାର କ୍ଲେଶ ଦେଖାଦେବ ।
ପ୍ରତିକାର -  ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ ।
 

ତୁଳା:- 
ଚିତ୍ରା – ଖେଳ କୁଦରେ ଖୁସି ରହିବେ ।
ସ୍ୱାତୀ –ଗୃହପୋକରଣ ସଂଗ୍ରହ କରି ପାରନ୍ତି ।
ବିଶାଖା – ଯୋଜନାନୁଯାୟୀ କାର୍ଯ୍ୟ କରି ପାରନ୍ତି ।
ପ୍ରତିକାର – ଭାର୍ଗବିଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ ।
 

ବିଛା:-
ବିଶାଖା - ନୂତନ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇପାରନ୍ତି ।
ଅନୁରାଧା -   ସବୁ ଦିଗରୁ ସୁନାମ ଓ ଆୟ ବୃଦ୍ଧି ହୋଇପାରେ ।
ଜ୍ୟେଷ୍ଠା  –  ମହିଳା ମାନେ ଭଦ୍ରକାନ୍ତ ଓ ପିଲା ମାନେ ଧୀମାନ ହେବେ ।
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ ।
 

ଧନୁ:-
ମୂଳା – ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି ।
ପୂ , ଷାଢା –ମହିଳା ମାନେ ସୁଖଭାଗୁନୀ ଓ ଉଦଯୋଗି ହେବେ ।
ଉ , ଷାଢା – ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି ।
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ମକର:-
ଉ , ଷାଢା -  ଶୁଭ କାର୍ଯ୍ୟରେ ବହୁ ବାଧାବିଘ୍ନ ଦେଖା ଦେଇପାରେ ।
ଶ୍ରବଣା – ହାନି ସହିବାକୁ ବାଧ୍ୟ ହେବେ ।
ଧନିଷ୍ଠା –ପିଲାମାନେ ପିତୃ ଧନ ନାଶ କରିବେ ।
ପ୍ରତିକାର – ମା  ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ ।
 

କୁମ୍ଭ:-
ଧନିଷ୍ଠା -  ଚାକିରିରେ କର୍ତୁପକ୍ଷଙ୍କ ଶୁଭ ଦୃଷ୍ଟି ଆକର୍ଷଣ କରିବେ ।
ଶତଭିଷା –ଭୂମି କ୍ରୟ କରିବାର ସୁଯୋଗ ଅଛି ।
ପୂ , ଭାଦ୍ରପଦ  –ବ୍ୟବସାୟ ରେ ଆଶାନୁରୂପକ ଲାଭବାନ ହେବେ ।
ପ୍ରତିକାର – ସହୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
 

ମୀନ:-
ପୂ , ଭାଦ୍ରପଦ - ଆୟ ବୃଦ୍ଧି, ବ୍ୟୟ  ସଙ୍କୋଚ ହେବ ।
ଉ , ଭଦ୍ରପଦ -ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ ।  
ରେବତୀ –ବିଦ୍ୟାର୍ଥି ମାନେ ବିଦ୍ୟାନୁରାଗି ହେବେ ।
ପ୍ରତିକାର – ଗୁରୁଜନ ମାନଙ୍କର ଆର୍ଶିବାଦ ନିଅନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)